top of page

ସୂଚନା :-

ଆପଣଙ୍କର ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆମେ ଆପଣଙ୍କ ନିକଟକୁ ନେଇଆସିଛୁ ମହ୍ଲାର ଇ-ପତ୍ରିକାର ୧୪ତମ ସଂସ୍କରଣ " ତେଜସ୍ୱନୀ "
ଆଶାକରୁଛୁ ପୂର୍ବ ସଂସ୍କରଣ ଭଳି ଏ ୧୪ତମ ସଂସ୍କରଣ " ତେଜସ୍ୱନୀ " ବି ଅନେକ ପାଠକ/ପାଠିକାଙ୍କର ଆଦୃତ ଲାଭ କରିବ...

ନିଃଶୁଳ୍କ ଡିଜିଟାଲ ଇ-ପତ୍ରିକା ପଢ଼ିବା ସହ ଆପଣଙ୍କ ପ୍ରିୟଜନଙ୍କୁ ମଧ୍ଯ ପଢ଼ିବାକୁ ପରାମର୍ଶ ଦିଅନ୍ତୁ...

White Structure

ତେଜସ୍ୱନୀ

( ଜୁନ - ୨୦୨୬  ସଂସ୍କରଣ )

ପ୍ରିୟ ପାଠକ/ପାଠିକା,
ଆପଣଙ୍କର ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆମେ ଆପଣଙ୍କ ନିକଟକୁ ନେଇଆସିଛୁ ମହ୍ଲାର ଇ-ପତ୍ରିକାର ୧୪ ତମ ସଂସ୍କରଣ "ତେଜସ୍ଵନୀ"
ଆଶାକରୁଛୁ ପୂର୍ବ ସଂସ୍କରଣ ଭଳି ଏ  ୧୪ତମ ସଂସ୍କରଣ  "ତେଜସ୍ଵନୀ" ବି ଅନେକ ପାଠକ/ପାଠିକାଙ୍କର ଆଦୃତ ଲାଭ କରିବ.
ନିଃଶୁଳ୍କ ଡିଜିଟାଲ ଇ-ପତ୍ରିକା ପଢ଼ିବା ସହ ଆପଣଙ୍କ ପ୍ରିୟଜନଙ୍କୁ ମଧ୍ଯ ପଢ଼ିବାକୁ ପରାମର୍ଶ ଦିଅନ୍ତୁ...

ଆମର ଏହି ସଂକଳନ ଟି ଆପଣମାନଙ୍କୁ କେମିତି ଲାଗିଲା ଆପଣଙ୍କ ମୂଲ୍ୟବାନ ମତାମତ ଦେବାକୁ ଅନୁରୋଧ...

ମହ୍ଲାର ଇ-ପତ୍ରିକାର ଜୁନ-୨୦୨୬ ସଂକଳନ "ତେଜସ୍ବନୀ"ରେ ଅଂଶଗ୍ରହଣ କରିଥିବା ସମସ୍ତ ଲେଖକ/ଲେଖିକାଙ୍କୁ ଅନୁରୋଧ ତଳେ ଦିଆଯାଇଥିବା ପ୍ରଦତ୍ତ ଲିଙ୍କରେ କ୍ଲିକ କରି ନିଜନିଜର ଅଂଶଗ୍ରହଣ-ପ୍ରମାଣପତ୍ର ସଂଗ୍ରହ କରନ୍ତୁ...

June-2026 _TEJASWNI_Book Cover_edited.pn

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

  • Facebook
  • Twitter
  • YouTube
  • Pinterest
  • Instagram

+918328951229

average rating is 3 out of 5, based on 150 votes, Ratings
  • Instagram

©2021 by Malhar E-magazine.

bottom of page